『maa mangala stuti odia』のカバーアート

maa mangala stuti odia

maa mangala stuti odia

無料で聴く

ポッドキャストの詳細を見る

このコンテンツについて

ଜୟ ତୁ ମଙ୍ଗଳା ମାଗୋ ଜୟ ହରଚଣ୍ଡୀ ତୋତେ ସୁମରିଲେ ମାଗୋ ଦୂରିତ ଯାଏ ଖଣ୍ଡି ॥ ଆତଙ୍କ କାଳରେ ସୁମରନ୍ତି ଯେଉଁ ଜନ ମହାଘୋର ସଙ୍କଟୁ ତୁ ଫିଟାଉବହନ ଅଦୃଶ୍ୟକୁ ଦୃଶ୍ୟ ହୁଏ ତୋ ନାମ ଧଇଲେ ବିପତି ନଥାଏ ମାଗୋ ତୋତେ ଆଶ୍ରାକଲେ ତୋହର ଯେ ନାମମାନ ଯେହୁ ସୁମରଇ କିଛି ହିଁ ସଙ୍କଟ ମାଗୋ ବିପତୀ ନଥାଇ


maa mangala stuti #odia


YouTube by: BhaktiAnandaOdiaTV official


voice: Asha swain

まだレビューはありません